Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଆନନ୍ଦପୁର: କଣ୍ଟିପାଳ ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବ ଆଗତ, ୨୪ରେ ଫଳାଫଳ ଘୋଷଣା

Anandapur, Kendujhar | Dec 19, 2025
ଅନେକ ଦିନର ପ୍ରତୀକ୍ଷା ପରେ ଆଜି ଦିନ ଗୋଟାଏ ବେଳେ କଣ୍ଟିପାଳ ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ନିର୍ବାଚନ ଅଧିକାରୀ ଭାବେ ଆନନ୍ଦପୁର ତହସିଲଦାରଙ୍କ ଉପସ୍ଥିତିରେ ୱାର୍ଦ ସଭ୍ୟ ସଭ୍ୟା ମାନେ ସେମାନଙ୍କ ମତଦାନ କରିଥିବା ବେଳେ ଆସନ୍ତା ୨୪ରେ ଆନନ୍ଦପୁର ବ୍ଲକ ପରିସରରେ ଫଳାଫଳ ଘୋଷଣା ହେବ ବୋଲି ସୂଚନା ମିଳିଛି। ଆଜିର ଏହି ଅନାସ୍ଥା ପ୍ରସ୍ତାବ ଭୋଟ ପାଈଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

MORE NEWS

ଆନନ୍ଦପୁର: କଣ୍ଟିପାଳ ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବ ଆଗତ, ୨୪ରେ ଫଳାଫଳ ଘୋଷଣା - Anandapur News