ଭୁବନେଶ୍ୱର: ଭୁବନେଶ୍ୱର ପୂଜା ପଣ୍ଡାଲରେ ବିଏମସିର ଚଢ଼ଉ: 80 କିଲୋ ଖାଦ୍ୟ ନଷ୍ଟ
Bhubaneswar, Khordha | Oct 19, 2026
ଭୁବନେଶ୍ୱରର ବିଭିନ୍ନ ଦୁର୍ଗା ପୂଜା ପଣ୍ଡାଲ ଓ ମୀନା ବଜାରରେ ବିଏମସି ପକ୍ଷରୁ ଖାଦ୍ୟ ସୁରକ୍ଷା ଯାଞ୍ଚ। 80 କିଲୋ ଅଖାଦ୍ୟ ସାମଗ୍ରୀ ନଷ୍ଟ ହେବା ସହ ଗୋଟିଏ ଫାସ୍ଟ-ଫୁଡ୍ ଦୋକାନ ବନ୍ଦ କରାଯାଇଛି।