🚨 "ଚାମେଲୀଙ୍କ ରଜ" କହି କାହିଁକି ଚର୍ଚ୍ଚାରେ Ipsita Sahu? ଦେଖନ୍ତୁ ପୂରା ଭିଡିଓ!
ଚର୍ଚ୍ଚିତ ସରପଞ୍ଚ ଚାମେଲୀ ଓଝାଙ୍କୁ ଭେଟିବା ପରେ ବିଜେଡି ନେତ୍ରୀ Ipsita Sahuଙ୍କ ବଡ଼ ବୟାନ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। "ଆଜି ହେଉଛି ଚାମେଲୀଙ୍କ ରଜ" ବୋଲି ସେ କହିଥିବା ବେଳେ ଚାମେଲୀ ଓଝାଙ୍କ ସମର୍ଥନରେ ଅନେକ ଲୋକ ମତ ପ୍ରକାଶ କରୁଛନ୍ତି।
👉 "ଆଜି ହେଉଛି ଚାମେଲୀଙ୍କ ରଜ" ବୋଲି Ipsita Sahuଙ୍କ ଏହି ମନ୍ତବ୍ୟ ସହ ଆପଣ ସହମତ କି?
👍 ହଁ | ❤️ ନା
Comment ରେ ନିଜ ମତ ଜଣାନ୍ତୁ।
#ChameliOjha #IpsitaSahu #OdishaPolitics #BreakingNews #RCNODIA #OdishaNews #ViralNews
Bhadrak Rural, Bhadrak | Jun 14, 2026