ପୁରୀ: ସିଟି ରୋଡ୍ ସ୍ପା ସେଣ୍ଟରରେ ପୋଲିସ ଚଢ଼ାଉ, ଗିରଫ ହେଲେ ୨
Puri, Puri | Nov 7, 2026
ପୁରୀ ସିଟି ରୋଡ୍ ନିକଟସ୍ଥ ହେଭେନ୍ ସ୍ପା ସେଣ୍ଟରରେ ଚାଲିଥିବା ଅସାମାଜିକ କାର୍ଯ୍ୟକଳାପ ଉପରେ ସମୁଦ୍ରକୂଳ ଥାନା ପୋଲିସର ଚଢ଼ାଉ। ଜଣେ ଗ୍ରାହକ ଓ ରିସେପ୍ସନିଷ୍ଟ ଗିରଫ, ଦୁଇ ପୀଡ଼ିତା ଉଦ୍ଧାର। ଘଟଣାର ତଦନ୍ତ ଜାରି।