Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Uttar_pradesh
Congress
Modi
Delhi
Viral
Crime
शिक्षा
शराब
पेट्रोल
Up
दिल्ली
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
यूपी
स्कूल

ତେଲକୋଇ: ଜଗମୋହନପୁର ଛକ ନିକଟରେ ଯୁବକଙ୍କୁ ଧକ୍କା ଦେଲା ପିଆଜ ବୁଝେଇ ଟ୍ରକ

Telkoi, Kendujhar | Dec 20, 2025
ଜଗମୋହନପୁର ଛକ ନିକଟରେ ଯୁବକଙ୍କୁ ଧକ୍କା ଦେଲା ପିଆଜ ବୁଝେଇ ଟ୍ରକ । ଯୁବକ ହେଲେ ସିଙ୍କୁଳା ବାହାଳ ଗ୍ରାମର ଅନିଲ ନାଏକ I ତାଙ୍କର ଗୋଡ଼ରେ ଗାଡ଼ିଟି ଚଢି ଯାଇଥିବାରୁ ତାଙ୍କୁ ପ୍ରଥମେ ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ର ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ପିଆଜ ବୋଝେଇ ଟ୍ରକକୁ ତେଲକୋଇ ପୋଲିସ ଟୋଲ ଗେଟ ନିକଟରୁ ଗୋଡ଼ାଇ ଜବଦ କରି ଘଟଣାର ଅନୁଧ୍ୟାନ କରୁଛି । ଆଜି ଅପରାହ୍ନ ରେ ଦୁର୍ଘଟଣା ଘଟିଥିବା ବେଳେ ରାତ୍ରୀ ନଅଟା ସମୟର ସୂଚନା ।