ବାଲେଶ୍ୱର: ରାସ୍ତା ମରାମତି ଓ ପୋଲ ନିର୍ମାଣ ଦାବିରେ ପଳାସପୁରରେ ଗଣ ଧାରଣା
Baleshwar, Balasore | Oct 28, 2026
ବାଲେଶ୍ୱର ଗେଙ୍ଗୁଟି ପଞ୍ଚାୟତରେ ରାସ୍ତା ମରାମତି ଓ ବାରିଙ୍ଗିଆ ପୋଲ ନିର୍ମାଣ ଦାବିରେ ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ପଳାସପୁର ଛକରେ ଗଣ ଧାରଣା ଓ ରାସ୍ତା ରୋକ। ଦୀର୍ଘ ଦିନ ହେଲା ଅବହେଳିତ ଅବସ୍ଥାରେ ରହିଛି ଅଞ୍ଚଳର ମୁଖ୍ୟ ରାସ୍ତା।