Public App Logo
Jansamasya
News
���ुलिस
Bjp
National
Bihar
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking
Aimim

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସୁନ୍ଦରଗଡ଼ରେ ବିସ୍ଫୋରକ ଲୁଟ ଘଟଣା, ଝାରପଡା ଜେଲରୁ ଅଭିଯୁକ୍ତକୁ ରିମାଣ୍ଡରେ ନେଲା NIA

ସୁନ୍ଦରଗଡ଼ରେ ବିସ୍ପୋରକ ଲୁଟ ଘଟଣା, ଝାରପଡା ଜେଲ ରୁ ଅଭିଯୁକ୍ତ କୁ ରିମାଣ୍ଡ ରେ ନେଲା NIA | ସୁନ୍ଦରଗଡ଼ରେ ବିସ୍ପୋରକ ଲୁଟ ଘଟଣା | ଆଜି 12.12ରେ ଝାରପଡା ଜେଲ ରୁ ଅଭିଯୁକ୍ତ କୁ ରିମାଣ୍ଡ ରେ ନେଲା NIA | ଲୁଟ ରେ ସମ୍ପୃକ୍ତ କୁଲୁ ମୁଣ୍ଡା କୁ ରିମାଣ୍ଡ ରେ NIA ଟିମ | ଝରପଡା ଜେଲ ରୁ ସୁରକ୍ଷା ବଳୟ ଭିତରେ 6 ଦିନ ପାଇଁ ରିମାଣ୍ଡ ରେ ନେଇଥିବା ସୂଚନା | ଗତ ମେ 27ତାରିଖରେ ସୁନ୍ଦରଗଡ଼ ବଡ଼ଗାଁ ଇତମା ଠାରେ ଥିବା ଗୋଦାମ ଘରୁ ବିସ୍ପୋରକ ଲୁଟ ହୋଇଥିଲା | ଏହି ଘଟଣାରେ କୁଲୁ ମୁଣ୍ଡ ମାଓବାଦୀଙ୍କ ସହ ମିଶି ବିସ୍ପୋରକ ଲୁଟ କରିଥିଲା | କୁଲୁ ମୁଣ୍ଡ କୁ NIA ଗିରଫ କରିଥିଲା |

MORE NEWS