Public App Logo
Jansamasya
News
���ुलिस
Bjp
National
Bihar
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଫୋକସ ମାଲିକ ସୁଧାଂଶୁ ଓ ସହଯୋଗୀଙ୍କ ଗିରଫ ଦାବି ନେଇ ପୋଲିସ କମିଶନରଙ୍କୁ ଭେଟିଲେ ମା ଚର୍ଚ୍ଚିକା ସେବାୟତ ସଂଘ ଏବଂ ସାମ୍ୱାଦିକ ସଂଘ

ଫୋକସ ପ୍ଲସ ମାଲିକ ସୁଧାଂଶୁ ରାଉତ ଓ ସହଯୋଗୀ ଅନିଲ କୁ ଗିରଫ ନେଇ ତେଜିଲା ଦାବି | ପୋଲିସ କମିଶନରଙ୍କୁ ଭେଟିଲେ ମା ଚର୍ଚ୍ଚିକା ସେବାୟତ ସଂଘ ଏବଂ ସାମ୍ୱାଦିକ ସଂଘ, ୪୮ ଘଣ୍ଟାରେ ଗିରଫ କରିବାକୁ ପ୍ରତିଶ୍ରୁତି ଦେଲେ କମିସନର | ସୂଚନା ଅନୁସାରେ ଫୋକସ ପ୍ଲସ ମାଲିକ ସୁଧାଂଶୁ ରାଉତ ଏବଂ ସହଯୋଗୀଙ୍କ ଉଦେଶ୍ୟ ମୂଳକ ଭାବେ ଚରିତ୍ର ସଂହାର କରି ଖବର ପ୍ରସାରଣକୁ ବିରୋଧ କରି କମିସନରଙ୍କୁ ଭେଟିଲେ ସାମ୍ୱାଦିକ ଓ ବାଙ୍କୀ ମା ଚର୍ଚ୍ଚିକା ସେବାୟତ ସଂଘ। ଲିଖିତ ଅଭିଯୋଗ ପରେ ଗିରଫ ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଲେ ପୋଲିସ କମିସନର।

MORE NEWS