Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Politics

ଆନନ୍ଦପୁର: ଅଣା ଗ୍ରାମରେ ରବୀନ୍ଦ୍ର ବାରିକଙ୍କ ସ୍ମୃତିସଭା, ଯୋଗଦେଲେ ବିଧାୟକ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି

Anandapur, Kendujhar | Dec 8, 2025
ଅଣା ଗ୍ରାମରେ  ରବୀନ୍ଦ୍ର ବାରିକଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇ ଯାଇଛି। ସନ୍ଧ୍ୟା ୫ଟା ବେଳେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଆନନ୍ଦପୁର ବିଧାୟକ, ଅଭିମନ୍ୟୁ ସେଠୀ, ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ପରିଷଦ ବିମ୍ବାଧର ବିଶ୍ୱାଳ, ସରପଞ୍ଚ ଅନ୍ତର୍ଯ୍ୟାମୀ ସେନାପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ରବୀନ୍ଦ୍ର ବାରିକଙ୍କ ସ୍ମୃତି ଚାରଣ କରିଥିଲେ।

MORE NEWS

ଆନନ୍ଦପୁର: ଅଣା ଗ୍ରାମରେ ରବୀନ୍ଦ୍ର ବାରିକଙ୍କ ସ୍ମୃତିସଭା, ଯୋଗଦେଲେ ବିଧାୟକ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି - Anandapur News