Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
जनसमस्या
कांग्रेस
चोरी
Accident
Congress
Modi
Delhi
Viral
Crime
Rajasthan
Bollywood
Patna
Breakingnews
Narendramodi
Nitishkumar
Madhya_pradesh
Nsui
उत्तरप्रदेश
Madhyapradesh
Pmmodi
पटना
Rahulgandhi
truptimaya634
କି କଥା ଏଗୁଡା କହିଲ... ହୁଏତ ତାଙ୍କ ବାପାଙ୍କ ଜନ୍ମଦିନ ପାଳନ ଉତ୍ସବ ରେ ସିଏ କେବେ ପାଳନ କରି ନଥିବେ କିମ୍ବା କିମ୍ବା ଜାତକପାତ୍ର ଆଧାର କାର୍ଡରେ ଭାରତରେ କୌଣସି ରେକର୍ଡ ନଥିବ...ଏମିତି କହିଲେ କେମିତି ହବ...ଦୀପ ଗୋଟେ ଜାଳିଦେଲେ ବୋଲି ଏତେ ହାର୍ଡ ପ୍ରଶ୍ନ ପଚାରିବ...🤣 #highlight #follower #everyone #suresh_chandra_jena
Bargarh, Bargarh (Baragarh)
| Sep 18, 2026
#highlight
#follower
#everyone
#suresh_chandra_jena
MORE NEWS
ଚରମ ଦୁର୍ଭାଗ୍ୟ : ଘୋର ଅପମାନ : ଚତୁର୍ଥ ସ୍ତମ୍ଭ ଉପରେ ଆଘାତ : ସମ୍ବିଧାନ ର ଅପମାନ : ଆଜିର ଦିଶା ବୈଠକରେ ଜୟପୁର ବିଧାୟକ ଙ୍କ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ପ୍ରତିଶୋଧ ନେବାକୁ ଧମକ : ରାଉ ରାଉ : ନାଲି ଆଖି !
Bargarh, Bargarh (Baragarh) | Sep 18, 2026
ସୋନପୁର ବିଧାୟକ ନିରଞ୍ଜନ ପୁଜାରୀ ଙ୍କର ଗାଡି ଉପରକୁ ତରଭା ରେ ଅଣ୍ଡା ମାଡ଼।
Bargarh, Bargarh (Baragarh) | Sep 18, 2026
👉 ନୁଆଁଖାଇରେ ଅସହାୟଙ୍କ ପାଖରେ ଯୁବତାରକା ସଂଘ ଏକାକୀ ଓ ନିରୀହଙ୍କୁ ବଢ଼ାଇଲେ ସାହାଯ୍ୟର ହାତ ପଦ୍ମପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ବଡ଼ଖା ତିହାର ନୁଆଁଖାଇ ଅବସରରେ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଦହିଗାଁ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଡିହି ଗ୍ରାମର ଯୁବତାରକା ସାଂସ୍କୃତିକ ଓ ଲୋକବଳ ସଂଘ। ନୁଆଁଖାଇ ଭଳି ଭାଇଚାରା, ମିଳାମିଶା ଓ ସମ୍ପର୍କର ପର୍ବରେ ଗ୍ରାମରେ ଏକାକୀ ଜୀବନ ବିତାଉଥିବା ଏବଂ ନିରୀହ, ଅସହାୟ ବ୍ୟକ୍ତିମାନଙ୍କୁ ସଂଘ ପକ୍ଷରୁ ଏକ ଛୋଟିଆ ସାହାଯ୍ୟର ହାତ ବଢ଼ାଯାଇଥିଲା। ସଂଘର ସଦସ୍ୟମାନେ ଅସହାୟ ବ୍ୟକ୍ତିମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ସହ ନୁଆଁଖାଇର ଖୁସି ବାଣ୍ଟିବା ସହ ସହଯୋଗ ପ୍ରଦାନ କରିଥିଲେ। ନୁଆଁଖାଇ କେବଳ ନୂଆ ଧାନ ଖାଇବାର ପରମ୍ପରା ନୁହେଁ, ବରଂ ଏହା ପରସ୍ପର ମଧ୍ୟରେ ଭାଇଚାରା, ସ୍ନେହ, ସହଯୋଗ ଓ ମାନବିକତାର ବାର୍ତ୍ତା ବହନ କରେ। ଏହି ପବିତ୍ର ପର୍ବରେ ଅସହାୟଙ୍କ ମୁହଁରେ ହସ ଫୁଟାଇବା ପାଇଁ ସଂଘର ଏଭଳି ପ୍ରୟାସକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି। ନିଜେ ଖୁସି ହେବା ସହ ଅନ୍ୟର ମୁହଁରେ ହସ ଫୁଟାଇବା ହିଁ ନୁଆଁଖାଇର ପ୍ରକୃତ ଆନନ୍ଦ ଏହି ମାନବିକ ଭାବନାକୁନେଇ ଯୁବତାରକା ସାଂସ୍କୃତିକ ଲୋକବଳ ସଂଘର ଏହି ପଦକ୍ଷେପ ସମାଜ ପାଇଁ ଏକ ସୁନ୍ଦର ବାର୍ତା ଦେଇଛି ।
Bargarh, Bargarh (Baragarh) | Sep 18, 2026
Lighted a diya to wish @narendramodi a very happy birthday. Check out the gift in the video. #HappyBirthdayModiji #cjp #bjp
Bargarh, Bargarh (Baragarh) | Sep 18, 2026
Bargarh, Bargarh (Baragarh) | Sep 18, 2026
ବୋଡ଼ାସମ୍ବର ଗ୍ରାମରେ ନୁଆଁଖାଇ ଭେଟଘାଟ
Bargarh, Bargarh (Baragarh) | Sep 18, 2026
Bargarh, Bargarh (Baragarh) | Sep 18, 2026
Bargarh, Bargarh (Baragarh) | Sep 18, 2026