ବିଷମକଟକ: ବିଷମକଟକରେ କାଲି ୫ ଘଣ୍ଟା ବିଦ୍ୟୁତ୍ କାଟ: ଏହି ଅଞ୍ଚଳଗୁଡ଼ିକ ପ୍ରଭାବିତ ହେବ
ଆସନ୍ତା କାଲି ଶୁକ୍ରବାର ୬ ତାରିଖ ଦିନ ବିଷମକଟକ ସବ୍-ଷ୍ଟେସନରେ ରକ୍ଷଣାବେକ୍ଷଣ ପାଇଁ ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ବନ୍ଦ ରହିବ। ବିଷମକଟକ ସହ ଡୁକୁମ୍, ସାହାଡ଼ା, କୁମ୍ଭାରଧାମୁଣି, ଦୁର୍ଗୀ ଓ ଚାଟିକଣା ଅଞ୍ଚଳ ପ୍ରଭାବିତ ହେବ ବୋଲି TPSODL ସୂଚନା ଦେଇଛି।