ନବରଙ୍ଗପୁର ଜିଲ୍ଲାରେ ବେଆଇନ ମଦ କାରବାର ବିରୋଧରେ ତେଜିଲା ନାରୀ ଶକ୍ତିର ସ୍ୱର। ଉମରକୋଟ ମ୍ୟୁନିସିପାଲିଟିର ବିଭିନ୍ନ ୱାର୍ଡରୁ ନାରୀ ସଂଘର ସଦସ୍ୟମାନେ ଏକାଠି ହୋଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
#nabrangpur #madabanddabi #womenspower
#nabrangpurnews #Odisha #newodishatv
MV 79, Malkangiri | Oct 7, 2026