Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ରେଢାଖୋଲ: ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଏବିଭିପି ର ନଗର ସମ୍ମିଳନୀ ଅନୁଷ୍ଠିତ

Rairakhol, Sambalpur | Nov 3, 2025
ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଏବିଭିପି ର ନଗର ସମ୍ମିଳନୀ ଅନୁଷ୍ଠିତଏବିଭିପି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନଗରର ନଗର ସମ୍ମିଳନୀ ସୋମବାର ସକାଳେ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କଦଳୀ ଗଡ ଅର୍ଜୁନ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଖିଳେନ୍ଦ୍ରେ ଶାସିନୀ , ମୁଖ୍ୟ ବକ୍ତା ଏବିଭିପି ସମ୍ବଲପୁର ବିଭାଗ ବିଭାଗ ସଂଯୋଜକ ସଂକେତ କୁମାର ସାହୁ , ସମ୍ମାନିତ ଅତିଥି ଭାବରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରାନ୍ତ ବ୍ୟବସ୍ଥା ସହ ପ୍ରମୁଖ ଖଗେଶ୍ବର ବେହେରା , ଏବିଭିପି ସମ୍ବଲପୁର ଜିଲ୍ଲାର ଜିଲ୍ଲା ସଂଯୋଜକ ରାଜା ପ୍ରଧାନ ଯୋଗଦେଇଥିଲେ।