Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ଆସିକା: ଆସିକା ଚିନି ଶିଳ୍ପ ର ବିଭିନ୍ନ କାର୍ଯ୍ୟକ୍ରମ କୁ ନେଇ ଛତ୍ରପୁର ଠାରେ ଜିଲ୍ଲାପାଳ ଙ୍କୁ ସାକ୍ଷାତକରୀ ଆଲୋଚନା କଲେ ପରିଚାଳନା ସଦସ୍ୟ

Asika, Ganjam | Nov 28, 2025
ଗଞ୍ଜାମ ଜିଲ୍ଲା ଆସିକା ଠାରେ ଅବସ୍ଥିତ ଏସିଆ ମହାଦେଶ ର ସର୍ବ ପୁରାତନ ଚିନୀଶୀଳ୍ପ ର ହେବ ଉନ୍ନତି କରଣ l ଜିଲ୍ଲାପାଳ ଙ୍କ ନିକଟରେ ବିଭିନ୍ନ ବିଷୟ ଉପସ୍ଥାପନା କଲେ ପରିଚାଳନା ସଦସ୍ୟ l ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାଷନ ଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ଠାରେ ଅବସ୍ଥିତ ଥ‌ିବା ସମ୍ମିଳନୀ କକ୍ଷରେ ଆସିକା ସମବାୟ ଚିନିଶିଳ୍ପ ଲିଂ ର ବିଭିନ କାର୍ଯ୍ୟକ୍ରମ ଉପରେ ବିସ୍ତୃତଭାବେ ଆଲୋଚନା କରଯାଇଥିଲା । ସଭାରେ ଆସିକା ସମବାୟ ଚିନିଶିଳ୍ପ ଲିଃ ର ସଭାପତି, ପରିଚାଳନା ପରିଷଦ ର ସମସ୍ତ ସଭ୍ୟ, ସଭ୍ୟା ମାନେ ତଥା ପରିଚାଳନା ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଅଂଶଗ୍ରହଣ କରିଥିଲେ