ନୂଆପଡା: ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ପାଠ ପଢ଼ାଇ ସ୍କୁଲ ଛୁଆଙ୍କ ପାଇଁ ନୂଆ ପଦକ୍ଷେପ
ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ତାଙ୍କର ବ୍ୟସ୍ତ ସମୟ ମଧ୍ୟରେ ବି ଏକାଦଶ ଶ୍ରେଣୀର ସ୍କୁଲ ଛୁଆଙ୍କୁ ବିଜ୍ଞାନ ପାଠ ପଢ଼ାଇ କିଛି ଅନୁଭୂତି ବାଣ୍ଟିଛନ୍ତି। ସ୍କୁଲ ଛୁଆମାନେ ତାଙ୍କୁ ଶିକ୍ଷକ ସଦୃଶ ଭାବରେ ଦେଖି ବହୁତ ଖୁସି ହେଇଛନ୍ତି।