ଜୟପୁର ଓଏସଆରଟିସି ବସ ଷ୍ଟାଣ୍ଡରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ରବି ନାରାୟଣ ନନ୍ଦ ଏବଂ କୋରାପୁଟ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ମିଶ୍ର ଓଡିଶା ରାଜ୍ୟ ସଡକ ପରିବହନ ନିଗମର ଜିଲ୍ଲା ପରିଚାଳକ ଅରୋଶ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି।
Jeypore, Koraput | Jun 3, 2026