Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ଶେଷ ଦର୍ଶନ #JaiJagannath #RathaYatra2026 #BahudaYatra #NiladriBije #Phulbani

MORE NEWS

ବୌଦ୍ଧ ଜିଲ୍ଲାପାଳଙ୍କ ବୌଦ୍ଧ ବ୍ଲକରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ଶ୍ରେଣୀଗୃହ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଦେଲେ ଉଜ୍ଜ୍ୱଳ ଭବିଷ୍ୟତର ବାର୍ତ୍ତା l

ବୌଦ୍ଧ ଜିଲ୍ଲାପାଳଙ୍କ ବୌଦ୍ଧ ବ୍ଲକରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ଶ୍ରେଣୀଗୃହ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଦେଲେ ଉଜ୍ଜ୍ୱଳ ଭବିଷ୍ୟତର ବାର୍ତ୍ତା l

Baudh Sadar, Boudh (Bauda) | Jul 27, 2026

କେମିତି ହେଉଥିଲା ଗଂଜେଇ ଚାଲାଣ କଣ୍ଟାମାଲ ପୋଲିସ କଳା ଜବତ

କେମିତି ହେଉଥିଲା ଗଂଜେଇ ଚାଲାଣ କଣ୍ଟାମାଲ ପୋଲିସ କଳା ଜବତ

Baudh Sadar, Boudh (Bauda) | Jul 27, 2026

କଣ୍ଟାମାଳ ପୋଲିସ ଦ୍ୱାରା ୩୭ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ 
​କଣ୍ଟାମାଳ ଥାନା SI ଏମ.ଏସ. ପ୍ରଧାନ ପାଟ୍ରୋଲିଂ ସମୟରେ ଏକ ହଳଦିଆ ରଙ୍ଗର ଅଟୋ (OD 05 BY 6915) କୁ ଅଟକାଇ ଯାଞ୍ଚ କରିବା ପରେ ୩୭ କେଜି ଗଞ୍ଜେଇ ଜବତ କରିଛନ୍ତି।
​ଗିରଫ ଅଭିଯୁକ୍ତ: ସୁଶୀଲ ବାରିକ (୩୦ ବର୍ଷ), ଗ୍ରାମ- ଦୁମଦୁମି, ଥାନା- ଲୋଇସିଂହା, ଜିଲ୍ଲା- ବଲାଙ୍ଗୀର।
​ଜବତ ସାମଗ୍ରୀ:
🔹 ୩୭ କେଜି ଗଞ୍ଜେଇ (ମୂଲ୍ୟ ₹୩,୭୦,୦୦୦/-)
🔹 ଗୋଟିଏ ଅଟୋ (ମୂଲ୍ୟ ₹୨,୦୦,୦୦୦/-)
🔹 ୨ଟି ମୋବାଇଲ ଫୋନ
​ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
​#OdishaPolice #KantamalPS #DrugFreeOdisha

କଣ୍ଟାମାଳ ପୋଲିସ ଦ୍ୱାରା ୩୭ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ ​କଣ୍ଟାମାଳ ଥାନା SI ଏମ.ଏସ. ପ୍ରଧାନ ପାଟ୍ରୋଲିଂ ସମୟରେ ଏକ ହଳଦିଆ ରଙ୍ଗର ଅଟୋ (OD 05 BY 6915) କୁ ଅଟକାଇ ଯାଞ୍ଚ କରିବା ପରେ ୩୭ କେଜି ଗଞ୍ଜେଇ ଜବତ କରିଛନ୍ତି। ​ଗିରଫ ଅଭିଯୁକ୍ତ: ସୁଶୀଲ ବାରିକ (୩୦ ବର୍ଷ), ଗ୍ରାମ- ଦୁମଦୁମି, ଥାନା- ଲୋଇସିଂହା, ଜିଲ୍ଲା- ବଲାଙ୍ଗୀର। ​ଜବତ ସାମଗ୍ରୀ: 🔹 ୩୭ କେଜି ଗଞ୍ଜେଇ (ମୂଲ୍ୟ ₹୩,୭୦,୦୦୦/-) 🔹 ଗୋଟିଏ ଅଟୋ (ମୂଲ୍ୟ ₹୨,୦୦,୦୦୦/-) 🔹 ୨ଟି ମୋବାଇଲ ଫୋନ ​ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ​#OdishaPolice #KantamalPS #DrugFreeOdisha

Baudh Sadar, Boudh (Bauda) | Jul 27, 2026