ଆଜି ଫେବୃଆରି 21ତାରିଖ ଶନିବାର ପୂର୍ବାହ୍ନ 10 ଟାରୁ ଆରମ୍ଭ ହୋଇଛି ଏହି ଧାରଣା ଓ ବିକ୍ଷୋଭ । ହେମଗିର ବ୍ଲକ ଜମକାନି ବେଦାନ୍ତ କୋଇଲା ଖଣି ଦ୍ଵାରା ବିସ୍ଥାପିତ ହେଇଥିବା ଏହି ବିସ୍ଥାପିତ ମାନେ ଆଜି ଦାବୀ ପୂରଣ ନେଇ ଧାରଣା ଦେଇଛନ୍ତି। କମ୍ପାନୀ ଦ୍ଵାରା ଏମାନେ ବିସ୍ଥାପିତ ହୋଇଥିଲେ ମଧ୍ୟ କମ୍ପାନୀର ନିୟମ ଓ ସର୍ତ୍ତ ଅନୁସାରେ ଏମାନେ କ୍ଷତି ପୂରଣ ପାଇ ନାହାଁନ୍ତି। ତେବେ କ୍ଷତି ପୂରଣ ପ୍ରସଙ୍ଗ ଉଠାଇ ସେମାନେ ପୂର୍ବରୁ ଯେତେଥର ଧାରଣା ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି କେବଳ ସେମାନଙ୍କୁ ମିଛ ପ୍ରତି ଶ୍ରୁତି ମିଳିଛି। କମ୍ପାନୀ ତାରିଖ ପରେ ତାରିଖ ଗଡ଼ାଇ ତାଙ୍କ