Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

🏥 କୋରାପୁଟ ଜିଲ୍ଲାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ କୋରାପୁଟ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବାକୁ ନୂଆ ପଦକ୍ଷେପ। ନୂଆ କୋଠାରେ ମେଡିକାଲ୍ ସ୍ଥାନାନ୍ତର ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କୋରାପୁଟ ଗସ୍ତରେ ଆସି ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟ ଓ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ନୂଆ କୋଠାରେ ମେଡିକାଲ୍ ସ୍ଥାନାନ୍ତର ପରେ ରୋଗୀଙ୍କୁ ଆହୁରି ଉନ୍ନତ ଓ ସୁବିଧାଜନକ ସ୍ୱାସ୍ଥ୍ୟସେବା ମିଳିବ ବୋଲି ଆଶା। #Koraput #HealthService #HealthMinister #MukeshMahalLing #OdishaHealth #Healthcare #KoraputNews

Koraput Town, Koraput | Aug 16, 2026
🏥 କୋରାପୁଟ ଜିଲ୍ଲାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ କୋରାପୁଟ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବାକୁ ନୂଆ ପଦକ୍ଷେପ। ନୂଆ କୋଠାରେ ମେଡିକାଲ୍ ସ୍ଥାନାନ୍ତର ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କୋରାପୁଟ ଗସ୍ତରେ ଆସି ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟ ଓ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ନୂଆ କୋଠାରେ ମେଡିକାଲ୍ ସ୍ଥାନାନ୍ତର ପରେ ରୋଗୀଙ୍କୁ ଆହୁରି ଉନ୍ନତ ଓ ସୁବିଧାଜନକ ସ୍ୱାସ୍ଥ୍ୟସେବା ମିଳିବ ବୋଲି ଆଶା। #Koraput #HealthService #HealthMinister #MukeshMahalLing #OdishaHealth #Healthcare #KoraputNews - Koraput Town News