କେନ୍ଦୁଝର ସଦର: କେନ୍ଦୁଝର ବଣିଆପାଟରେ ମା’ ଦୁର୍ଗାଙ୍କ ମେଢ଼ ଦର୍ଶନ କଲେ ସାଂସଦ ଅନନ୍ତ ନାୟକ
କେନ୍ଦୁଝର ସାଂସଦ ଅନନ୍ତ ନାୟକ କେନ୍ଦୁଝର ସହରର ବଣିଆପାଟ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ମେଢ଼ ଦର୍ଶନ କରିଛନ୍ତି। ଦଶହରା ଅବସରରେ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ମା’ଙ୍କ ଆଶୀର୍ବାଦ କାମନା କରିଛନ୍ତି।