ତାଳଚେର ରେଳ ଷ୍ଟେସନକୁ ସମସ୍ତ ଯାତ୍ରୀବାହି ଟ୍ରେନ ଠିକ ସମୟରେ ଆସିବାନେଇ ତାଳଚେର ରେଲୱେ ୟୁଜର୍ସ କମିଟି ପକ୍ଷରୁ ଦିଆ ଯାଇଥିବା ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ସାମିଲ ହେଲେ ତାଳଚେରର ଯୁବ ସମାଜସେବୀ ଜଗନ୍ନାଥ ପ୍ରଧାନ#ତାଳଚେର#ଅନୁଗୋଳ#ଦମନବାଣୀ