ପୁରୀ: ପୁରୀରେ ସମ୍ପନ୍ନ ହେଲା 47ତମ ଗଜଲକ୍ଷ୍ମୀ ମହୋତ୍ସବ, ଯୋଗ ଦେଲେ ସାଂସଦ ସମ୍ବିତ ପାତ୍ର
Puri, Puri | Nov 15, 2026
ପୁରୀ ମାଉସୀ ମା ଛକରେ ଆୟୋଜିତ 47ତମ ଗଜଲକ୍ଷ୍ମୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ଡକ୍ଟର ସମ୍ବିତ ପାତ୍ର ଯୋଗ ଦେଇଛନ୍ତି। ଥ୍ରୀ ଷ୍ଟାର କ୍ଲବ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।