ଛତ୍ରପୁର: ବ୍ରହ୍ମପୁର ନୀଳକଣ୍ଠେଶ୍ୱର ମନ୍ଦିରରେ କାର୍ତ୍ତିକ ସୋମବାର ଭିଡ଼, ୯ ହଜାର ଭକ୍ତଙ୍କ ଅନ୍ନଯଜ୍ଞ
କାର୍ତ୍ତିକ ମାସର ଚତୁର୍ଥ ସୋମବାରରେ ବ୍ରହ୍ମପୁର ବାବା ନୀଳକଣ୍ଠେଶ୍ୱର ମନ୍ଦିରରେ ୪୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଛି। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଅନ୍ନଯଜ୍ଞରେ ୯ ହଜାରରୁ ଉର୍ଦ୍ଧ୍ୱ ଭକ୍ତ ପ୍ରସାଦ ସେବନ କରିଛନ୍ତି।