ମାର୍ଗଶିର ଗୁରୁବାର ଲକ୍ଷ୍ମୀ ପୂଜା ଅବସରରେ ଗୁମାବାହାଲ ଠାରେ ଧର୍ମଗଡ କନ୍ଦାମାଲ ଗ୍ରାମର କଳାକାରଙ୍କ ଦ୍ଵାରା କଳ୍ପନିକ ଗୀତିନାଟ୍ୟ କଳିଯୁଗ ପ୍ରେମ ମିଠା ପ୍ରେମରେ ଲାଗିଲା କଳଙ୍କ ଛିଟା ମଞ୍ଚସ୍ଥ ହୋଇଛି।