Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Cbi

ରାଉରକେଲା ମ୍ୟୁନିସିପାଲଟି: ତଲସରା ନିକଟରେ ୩ ବର୍ଷର ଶିଶୁ ଉପରେ ଚଢିଗଲା ଡ଼ମ୍ଫର

Raurkela M, Sundargarh | Mar 15, 2026
ତଲସରା ନିକଟରେ ଏକ ଦୁଃଖଦ ଘଟଣାରେ ଜଣେ ୩ ବର୍ଷ ଶିଶୁର ଜୀବନ ଚାଲି ଯାଇଛି। ନିଜ ଘର ନିକଟରେ ଖେଳୁଥିବା ବେଳେ ଏକ ଦ୍ରୁତଗାମୀ ଡମ୍ପର ଉକ୍ତ ଶିଶୁ ର ଗୋଡ ଉପରେ ଚଢ଼ି ଯାଇଥିଲା।ରବିବାର ପୂର୍ବାହ୍ନରେ ଗୁରୁତର ଆହତ ଶିଶୁ କୁ ଡାକ୍ତରଖାନା ନେବା ବେଳେ ରାସ୍ତାରେ ତାର ମୃତ୍ୟୁ ହୋଇ ଯାଇଥିଲା।