Public App Logo
Jansamasya
News
Bjp
National
Police
Bihar
India
जनसमस्या
चुनाव
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Ahmedabad
Rahulgandhi
Ipl

ବୌଦ୍ଧ ସଦର: ମହାନଦୀ ଆଳତି ଘାଟରେ ବର୍ଷୀୟାନ କଳାକାର ଭବାନୀ ଶଙ୍କର ମହାପାତ୍ର ସମ୍ବର୍ଦ୍ଧିତ

ରବିବାର ସନ୍ଧ୍ୟାରେ ବରିଷ୍ଠ କଳାକାର ତଥା ନାଟ୍ୟ ନିର୍ଦ୍ଦେଶକ ଭବାନୀ ଶଙ୍କର ମହାପାତ୍ରଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକଡେମୀ ଦ୍ବାରା ଉପାୟନ ୨୦୨୫ ରେ ପୁରସ୍କୃତ ହେବା ଅବସରରେ ସମ୍ବର୍ଦ୍ଧିତ କରା ଯାଇଛି l ଆଜି ସନ୍ଧ୍ୟାରେ ମହାନଦୀ ଆଳତି ଘାଟରେ ମହାନଦୀ ମହୋତ୍ସବ ସମିତି ଓ ଭାରତ ସ୍ବାଭିମାନ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଶ୍ରୀ ମହାପାତ୍ରଙ୍କୁ ପୁଷ୍ପମାଲ୍ୟ, ଉପଢୌକନ, ଅଙ୍ଗବସ୍ତ୍ର ଓ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l

MORE NEWS

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ କାମନା: ରଘୁନାଥ ଜୀୟୁ ମନ୍ଦିରରେ ବିଧାୟକ କହ୍ନାଇ ଚରଣ ଡାଙ୍ଗଙ୍କ ଦୀପ ପ୍ରଜ୍ବଳନ ଓ ପ୍ରାର୍ଥନା
​ବୌଦ୍ଧ/କଣ୍ଟାମାଲ୍:ଭାରତର ଗଣତାନ୍ତ୍ରିକ ଇତିହାସରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ନିରନ୍ତର ନିର୍ବାଚିତ ହୋଇ ଜନସେବାରେ ସେବାରତ ଥିବା ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ ଓ ସଫଳତା କାମନା କରି ବୌଦ୍ଧ ଜିଲ୍ଲାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଣ୍ଟାମାଲ୍ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୌଦ୍ଧ ବ୍ଲକର ରକ୍ସା ଗ୍ରାମ ସ୍ଥିତ ଶ୍ରୀ ରଘୁନାଥ ଜୀୟୁ ମନ୍ଦିରରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
​ମିଳିଥିବା ସୂଚନା ଅନୁଯାୟୀ, କଣ୍ଟାମାଲ୍ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ନିଜର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ରକ୍ସା ଗ୍ରାମର ପ୍ରସିଦ୍ଧ ରଘୁନାଥ ଜୀୟୁ ମନ୍ଦିରରେ ପହଞ୍ଚି ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ, ନିରାମୟ ଓ ସୁସ୍ଥ ଜୀବନ କାମନା କରିବା ସହ ଦେଶ ମାତୃକାର ସେବାରେ ତାଙ୍କର ଆଗାମୀ ଭବିଷ୍ୟତ ଅଧିକ ସଫଳତାପୂର୍ଣ୍ଣ ହେବା ପାଇଁ ମନ୍ଦିର ପ୍ରାଙ୍ଗଣରେ ଗଣ ଦୀପ ପ୍ରଜ୍ବଳନ କରାଯାଇଥିଲା। ବିଧାୟକ ଶ୍ରୀ ଡାଙ୍ଗଙ୍କ ସମେତ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ପ୍ରଭୁ ରଘୁନାଥଙ୍କ ନିକଟରେ ଭାବପୂର୍ଣ୍ଣ ପ୍ରାର୍ଥନା କରିଥିଲେ।
​#BaudhNews #KantamalMLA #KanhaiCharanDanga #PMModi #NarendraModi #RaghunathJeeTemple #Raksa #OdishaNews

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ କାମନା: ରଘୁନାଥ ଜୀୟୁ ମନ୍ଦିରରେ ବିଧାୟକ କହ୍ନାଇ ଚରଣ ଡାଙ୍ଗଙ୍କ ଦୀପ ପ୍ରଜ୍ବଳନ ଓ ପ୍ରାର୍ଥନା ​ବୌଦ୍ଧ/କଣ୍ଟାମାଲ୍:ଭାରତର ଗଣତାନ୍ତ୍ରିକ ଇତିହାସରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ନିରନ୍ତର ନିର୍ବାଚିତ ହୋଇ ଜନସେବାରେ ସେବାରତ ଥିବା ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ ଓ ସଫଳତା କାମନା କରି ବୌଦ୍ଧ ଜିଲ୍ଲାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଣ୍ଟାମାଲ୍ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୌଦ୍ଧ ବ୍ଲକର ରକ୍ସା ଗ୍ରାମ ସ୍ଥିତ ଶ୍ରୀ ରଘୁନାଥ ଜୀୟୁ ମନ୍ଦିରରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ​ମିଳିଥିବା ସୂଚନା ଅନୁଯାୟୀ, କଣ୍ଟାମାଲ୍ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ନିଜର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ରକ୍ସା ଗ୍ରାମର ପ୍ରସିଦ୍ଧ ରଘୁନାଥ ଜୀୟୁ ମନ୍ଦିରରେ ପହଞ୍ଚି ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ, ନିରାମୟ ଓ ସୁସ୍ଥ ଜୀବନ କାମନା କରିବା ସହ ଦେଶ ମାତୃକାର ସେବାରେ ତାଙ୍କର ଆଗାମୀ ଭବିଷ୍ୟତ ଅଧିକ ସଫଳତାପୂର୍ଣ୍ଣ ହେବା ପାଇଁ ମନ୍ଦିର ପ୍ରାଙ୍ଗଣରେ ଗଣ ଦୀପ ପ୍ରଜ୍ବଳନ କରାଯାଇଥିଲା। ବିଧାୟକ ଶ୍ରୀ ଡାଙ୍ଗଙ୍କ ସମେତ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ପ୍ରଭୁ ରଘୁନାଥଙ୍କ ନିକଟରେ ଭାବପୂର୍ଣ୍ଣ ପ୍ରାର୍ଥନା କରିଥିଲେ। ​#BaudhNews #KantamalMLA #KanhaiCharanDanga #PMModi #NarendraModi #RaghunathJeeTemple #Raksa #OdishaNews

Baudh Sadar, Boudh (Bauda) | Jun 10, 2026

ବୌଦ୍ଧ ଜିଲ୍ଲାରେ ଷ୍ଟେଟ ବ୍ୟାଙ୍କ ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲା ପରାମର୍ଶଦାତା କମିଟି (DCC) ଏବଂ ଜିଲ୍ଲା ସ୍ତରୀୟ ସମୀକ୍ଷା କମିଟି (DLRC) ବୈଠକ ଅନୁଷ୍ଠିତ l ଜିଲ୍ଲାରେ ଅଧିକ ସଂଖ୍ୟକ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ସାଂସଦ ଙ୍କ ଆହ୍ବାନ

ବୌଦ୍ଧ ଜିଲ୍ଲାରେ ଷ୍ଟେଟ ବ୍ୟାଙ୍କ ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲା ପରାମର୍ଶଦାତା କମିଟି (DCC) ଏବଂ ଜିଲ୍ଲା ସ୍ତରୀୟ ସମୀକ୍ଷା କମିଟି (DLRC) ବୈଠକ ଅନୁଷ୍ଠିତ l ଜିଲ୍ଲାରେ ଅଧିକ ସଂଖ୍ୟକ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ସାଂସଦ ଙ୍କ ଆହ୍ବାନ

Baudh Sadar, Boudh (Bauda) | Jun 10, 2026

ଗଛକୁ ଧକ୍କା ଦେଲା କାର୍; ଜଣେ ମୃତ, ୨ ଗୁରୁତର

ଗଛକୁ ଧକ୍କା ଦେଲା କାର୍; ଜଣେ ମୃତ, ୨ ଗୁରୁତର

Baudh Sadar, Boudh (Bauda) | Jun 10, 2026

ହରଭଙ୍ଗା ବ୍ଲକରେ ନୂତନ ରାସ୍ତା ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ
​
ଗ୍ରାମ୍ୟ ଉନ୍ନୟନ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ସାମ୍ପୋଚ-ଘୋରଡ଼ା ରାସ୍ତା (
ରାମ୍ଭିକଟା-ବରଝୁଲି PMGSY ରାସ୍ତା ଠାରୁ ପୂର୍ତ୍ତ ବିଭାଗ ରାସ୍ତା) ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬୭୫.୪୦ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି।
​ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ:
​ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ।
​ସମ୍ମାନିତ ଅତିଥି: ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକ।
​ସ୍ୱତନ୍ତ୍ର ଅତିଥି: ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଡମ୍ବରୁଧର କହଁର ଓ ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର।
​ପ୍ରମୁଖ ଯୋଗ ଦେଇଥିଲେ 
​ଏହି ନୂତନ ରାସ୍ତା ନିର୍ମାଣ ଦ୍ବାରା ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ସହ ସାମଗ୍ରିକ ବିକାଶର ପଥ ପରିଷ୍କାର ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
​#BoudhNews #Harabhanga #Development #Infrastructure #OdishaBudget #RoadConstruction #ArgusNews #LocalUpdates

ହରଭଙ୍ଗା ବ୍ଲକରେ ନୂତନ ରାସ୍ତା ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ​ ଗ୍ରାମ୍ୟ ଉନ୍ନୟନ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ସାମ୍ପୋଚ-ଘୋରଡ଼ା ରାସ୍ତା ( ରାମ୍ଭିକଟା-ବରଝୁଲି PMGSY ରାସ୍ତା ଠାରୁ ପୂର୍ତ୍ତ ବିଭାଗ ରାସ୍ତା) ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬୭୫.୪୦ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି। ​ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ: ​ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ। ​ସମ୍ମାନିତ ଅତିଥି: ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକ। ​ସ୍ୱତନ୍ତ୍ର ଅତିଥି: ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଡମ୍ବରୁଧର କହଁର ଓ ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର। ​ପ୍ରମୁଖ ଯୋଗ ଦେଇଥିଲେ ​ଏହି ନୂତନ ରାସ୍ତା ନିର୍ମାଣ ଦ୍ବାରା ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ସହ ସାମଗ୍ରିକ ବିକାଶର ପଥ ପରିଷ୍କାର ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ​#BoudhNews #Harabhanga #Development #Infrastructure #OdishaBudget #RoadConstruction #ArgusNews #LocalUpdates

Baudh Sadar, Boudh (Bauda) | Jun 10, 2026

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜ୍ବଳନ କଲେ ସରକାରୀ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ପ୍ରଭୁ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ବୌଦ୍ଧ ବିଧାୟକ। ଭାରତର ଗଣତାନ୍ତ୍ରିକ ଇତିହାସରେ ନିରନ୍ତର ସର୍ବାଧିକ ସମୟ ନିର୍ବାଚିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ର ସେବାର ସଫଳତା ପାଇଁ ଆଜି ବୌଦ୍ଧ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଏକ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ମାନ୍ୟବର ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଦୀପ ପ୍ରଜ୍ବଳନ କରି ସେ ମହାପ୍ରଭୁଙ୍କ ନିକଟରେ ଗୁହାରି କରିଛନ୍ତି।"
​
#BaudhNews #SarojKumarPradhan #MLABaudh #PMModi #NarendraModi #JagannathTemple #odishanewstoday

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜ୍ବଳନ କଲେ ସରକାରୀ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ପ୍ରଭୁ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ବୌଦ୍ଧ ବିଧାୟକ। ଭାରତର ଗଣତାନ୍ତ୍ରିକ ଇତିହାସରେ ନିରନ୍ତର ସର୍ବାଧିକ ସମୟ ନିର୍ବାଚିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ର ସେବାର ସଫଳତା ପାଇଁ ଆଜି ବୌଦ୍ଧ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଏକ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ମାନ୍ୟବର ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଦୀପ ପ୍ରଜ୍ବଳନ କରି ସେ ମହାପ୍ରଭୁଙ୍କ ନିକଟରେ ଗୁହାରି କରିଛନ୍ତି।" ​ #BaudhNews #SarojKumarPradhan #MLABaudh #PMModi #NarendraModi #JagannathTemple #odishanewstoday

Baudh Sadar, Boudh (Bauda) | Jun 10, 2026

ବୌଦ୍ଧ ସଦର: ମହାନଦୀ ଆଳତି ଘାଟରେ ବର୍ଷୀୟାନ କଳାକାର ଭବାନୀ ଶଙ୍କର ମହାପାତ୍ର ସମ୍ବର୍ଦ୍ଧିତ - Baudh Sadar News