STF ଜାଲରେ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣର କିଙ୍ଗପିନ୍ ସହ ୪ ଗିରଫ!
ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (STF) କୁ ମିଳିଛି ଏକ ବଡ଼ ସଫଳତା । 'ଅପରେସନ୍ ଗ୍ରୀନ୍ କ୍ଲିନ୍' ଅଧୀନରେ ମାସେ ଧରି ଚାଲିଥିବା ଏକ ଗୁପ୍ତ ଅପରେସନର ଅନ୍ତ ଘଟାଇ, ବୌଦ୍ଧ, କନ୍ଧମାଳ ଓ ସୋନପୁର ଜିଲ୍ଲା ସମେତ ଛତିଶଗଡ଼, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ସକ୍ରିୟ ଥିବା ଏକ ପ୍ରମୁଖ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ସିଣ୍ଡିକେଟର ମୁଖ୍ୟ ସୂତ୍ରଧର (Kingpin) କୁ ତାର ୩ ସହଯୋଗୀଙ୍କ ସହ ଗିରଫ କରାଯାଇଛି
#NashaMuktOdisha #STFOdisha #BoudhNews #DrugBust #OdishaCrimeBranch #InterstateSmuggling #Kantamal #Bhubaneswar #BreakingNews