Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ସମ୍ବଲପୁର ମ୍ୟୁନିସିପାଲଟି: ଅଇଁଠାପାଲି ସ୍ଥିତ ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦେବା ବଦଳରେ ପାଣି ଦିଆଯାଇଥିବାର ସଙ୍ଗୀନ ଅଭିଯୋଗ

ଅଇଁଠାପାଲି ସ୍ଥିତ ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦେବା ବଦଳରେ ପାଣି ଦିଆଯାଇଥିବାର ସଙ୍ଗୀନ ଅଭିଯୋଗ ଅଇଁଠାପାଲି ଥାନାରେ ହୋଇଛି । ରବିବାର ରାତ୍ରିରେ ଅମିତ କୁମାର ଶତପଥୀ ନାମକ ଜଣେ ଯୁବକ ଅଇଁଠାପାଲି ସ୍ଥିତ ଟାଟା ନଗର ପେଟ୍ରୋଲ ପମ୍ପରେ ତାଙ୍କର ସ୍କୁଟିରେ ପେଟ୍ରୋଲ ଭରି ଥିଲେ । ଏହା ପରେ ସେ ଘରକୁ ଯିବା ସମୟରେ ଗାଡି ବନ୍ଦ ହେବାରୁ ତୁରନ୍ତ ମେକାନିକ ନିକଟକୁ ନେଇଥିଲେ । ମେକାନିକ ଯାଞ୍ଚ ପରେ ଗାଡିରେ ପାଣି ଭଳିଆ ଦ୍ରବ୍ୟ ଥିବାର କହିଥିଲେ । ଏ ନେଇ ତୁରନ୍ତ ପିଡିତ ବ୍ୟକ୍ତି ୧୧୨ କୁ କଲ କରିବାରୁ ପୁଲିସ ପହୁଞ୍ଚôଥିଲା ଏବଂ ଘଟଣାକୁ ତୁରନ୍ତ ସଜ୍ଞାନକୁ ନେଇ ଯୋଗାଣ ବିଭାଗକୁ ଖବର ଦେଇ