ଅନୁଗୋଳ: ଅନୁଗୋଳ ବାଲିସାହି କାର୍ତ୍ତିକେଶ୍ଵର ପୂଜାରେ ଯୋଗଦେଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ
Anugul, Angul | Nov 22, 2026 ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଲାସିଂହା ପଞ୍ଚାୟତ ବାଲିସାହି ତଳସାହିରେ ଆୟୋଜିତ କାର୍ତ୍ତିକେଶ୍ଵର ପୂଜାରେ ଯୋଗଦେଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। ଏହି ଅବସରରେ ସେ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।