Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
भाजपा
Congress
Modi
Delhi
Viral
Jharkhand
Up
Rajasthan
Bollywood
Patna
Breakingnews
Narendramodi
Nitishkumar
Madhya_pradesh
Cm
Pmmodi
Rahulgandhi
यूपी
कानपुर
Uttarpradesh

समठा गांव में पुलिस कम्युनिटी कार्यक्रम थाना प्रभारी के नेतृत्व में आयोजित ||

Bisra, Sundargarh | Jan 28, 2026

MORE NEWS

ସୁନ୍ଦରଗଡ: ବିକାଶ ଭବନରେ ଓଡ଼ିଶାରେ ବିଜେପି ର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ ରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଙ୍କ ପ୍ରତିକ୍ରିୟା

ସୁନ୍ଦରଗଡ: ବିକାଶ ଭବନରେ ଓଡ଼ିଶାରେ ବିଜେପି ର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ ରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଙ୍କ ପ୍ରତିକ୍ରିୟା

Sundargarh, Sundargarh | Jun 17, 2026

Slug :-
ଭତ୍ତା ପାଇଁ peo ହଟ ହଟ୍ଟା :-
ମଧୁବାବୁ ପେନସନ ହିତାଧିକାରୀ ଙ୍କୁ ଭତ୍ତା ଟଙ୍କା ବଣ୍ଟନ ବେଳେ ଇନ୍ଦିରା ଗାନ୍ଧୀ ଭତ୍ତା ହିତାଧିକାରୀ ମାନେ ତାଲା ପକାଇଲେ ପଂଚାୟତ କାର୍ଯ୍ୟାଳୟ ରେ...
Peo ଙ୍କୁ ଭତ୍ତା ବଣ୍ଟନ ରେ ଅସହଯୋଗ କଲେ 
ଆଙ୍କର :-
ଗଞ୍ଜାମ ଜିଲ୍ଲା ଆସିକା ପଂଚାୟତ ସମିତି ନିମିନା ଗ୍ରାମପଞ୍ଚାୟତରେ ୦୩ ମାସର ଜାତୀୟ ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ବ୍ୟାଙ୍କ ଖାତା କୁ ନଯିବା କାରଣରୁ ଆଜି mbpy ଭତ୍ତା ଟଙ୍କା ନେବାକୁ ଆସିଥିବା ହିତାଧିକାରୀ, ସରପଞ୍ଚ, peo ଙ୍କୁ ତାଲା ପକାଇ ଭତା ଟଙ୍କା ବଣ୍ଟନରେ ସହଯୋଗ କରି ନାହାନ୍ତି l ଏସମ୍ପର୍କ ରେ peo ବ୍ଲକ ପ୍ରଶାସନ ଙ୍କୁ ଜଣାଇଲେ ମଧ୍ୟ ଅଦ୍ୟlବଧି କୌଣସି ଅଧିକାରୀ ପହଂଚି ନାହାନ୍ତି l
ଆସିକାରୁ ହରିହର ପାଢ଼ୀଙ୍କର ରିପୋର୍ଟ

Slug :- ଭତ୍ତା ପାଇଁ peo ହଟ ହଟ୍ଟା :- ମଧୁବାବୁ ପେନସନ ହିତାଧିକାରୀ ଙ୍କୁ ଭତ୍ତା ଟଙ୍କା ବଣ୍ଟନ ବେଳେ ଇନ୍ଦିରା ଗାନ୍ଧୀ ଭତ୍ତା ହିତାଧିକାରୀ ମାନେ ତାଲା ପକାଇଲେ ପଂଚାୟତ କାର୍ଯ୍ୟାଳୟ ରେ... Peo ଙ୍କୁ ଭତ୍ତା ବଣ୍ଟନ ରେ ଅସହଯୋଗ କଲେ ଆଙ୍କର :- ଗଞ୍ଜାମ ଜିଲ୍ଲା ଆସିକା ପଂଚାୟତ ସମିତି ନିମିନା ଗ୍ରାମପଞ୍ଚାୟତରେ ୦୩ ମାସର ଜାତୀୟ ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ବ୍ୟାଙ୍କ ଖାତା କୁ ନଯିବା କାରଣରୁ ଆଜି mbpy ଭତ୍ତା ଟଙ୍କା ନେବାକୁ ଆସିଥିବା ହିତାଧିକାରୀ, ସରପଞ୍ଚ, peo ଙ୍କୁ ତାଲା ପକାଇ ଭତା ଟଙ୍କା ବଣ୍ଟନରେ ସହଯୋଗ କରି ନାହାନ୍ତି l ଏସମ୍ପର୍କ ରେ peo ବ୍ଲକ ପ୍ରଶାସନ ଙ୍କୁ ଜଣାଇଲେ ମଧ୍ୟ ଅଦ୍ୟlବଧି କୌଣସି ଅଧିକାରୀ ପହଂଚି ନାହାନ୍ତି l ଆସିକାରୁ ହରିହର ପାଢ଼ୀଙ୍କର ରିପୋର୍ଟ

Raurkela M, Sundargarh | Jun 17, 2026

ଖତ ଗଦା ରେ ପଡିଛି ପୋଷ୍ଟ ଅଫିସ ର ଆବଶ୍ୟକ କାଗଜପତ୍ର 
ବିଭାଗୀୟ କତୃପକ୍ଷ ନୀରବଦ୍ରଷ୍ଟା

ଖତ ଗଦା ରେ ପଡିଛି ପୋଷ୍ଟ ଅଫିସ ର ଆବଶ୍ୟକ କାଗଜପତ୍ର ବିଭାଗୀୟ କତୃପକ୍ଷ ନୀରବଦ୍ରଷ୍ଟା

Raurkela M, Sundargarh | Jun 17, 2026