ନିମାପଡା: କିଟ୍ ବିଶ୍ୱବିଦ୍ୟାଳୟରେ ପ୍ରାକ୍ ଗଣତନ୍ତ୍ର ଦିବସ ପରେଡ୍ ଶିବିର: ନିମାପଡ଼ା କଲେଜର ଭବ୍ୟ ସ୍ୱାଗତ
Nimapada, Puri | Nov 15, 2026 କିଟ୍ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ପୂର୍ବାଞ୍ଚଳ ପ୍ରାକ୍ ଗଣତନ୍ତ୍ର ଦିବସ ପରେଡ୍ ଶିବିରରେ ନିମାପଡ଼ା ମହାବିଦ୍ୟାଳୟ ଏନଏସଏସ ୟୁନିଟ୍ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ। ଦଶଟି ରାଜ୍ୟରୁ ପ୍ରାୟ ୨୦୦ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଛନ୍ତି।