ସରକାରୀ ପ୍ରାଥମିକ ବଦ୍ୟାଳୟ,ନୂଆଗାଁ ପରିସରରେ ପ୍ରଧାନ ଶିକ୍ଷକ ସଙ୍କର୍ଷଣ ବେହେରାଙ୍କ ତତ୍ତ୍ଵାବଧାନରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥିଭାବେ ନୂଆଗାଁ ବିଇଓ ସାଲଗିମୁନି ଟୁଡୁ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ନୂଆଗାଁ ଏବିଇଓ ବନମାଳୀ ମଲ୍ଲିକ ଓ ଵାନେ କେଛୁଆ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ମକଳୁ ଏକ୍କା,ବରିଷ୍ଠ ଶିକ୍ଷକ ଦିଲ୍ଲୀପ ସାହୁ,ଅଶୋକ ସିଂହ,ମଙ୍ଗଳ କେରକେଟା,ନୂଆଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ମାମିକ ମାଇକେଲ