Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ଆନନ୍ଦପୁର: ଆନନ୍ଦପୁରରେ ସାଂସଦଙ୍କ ଉପସ୍ଥିତିରେ ବିଜେପିର ମିଶ୍ରଣ ପର୍ବ, ମିଶିଲେ ସରପଞ୍ଚ ଓ ସମିତିସଭ୍ୟ

Anandapur, Kendujhar | Dec 22, 2025
ଆନନ୍ଦପୁର ବିଜେପି କାର୍ଯ୍ୟାଳୟରେ କେନ୍ଦୁଝର ସାଂସଦଙ୍କ ଉପସ୍ଥିତିରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଚନ୍ଦ୍ରମଣି ସେଠୀଙ୍କ ସଂଯୋଜନାରେ ସାଂସଦ ପ୍ରତିନିଧି ଟୁକୁନା ମହାନ୍ତଙ୍କନେତୃତ୍ୱରେ ଆଜି ସନ୍ଧ୍ୟା ୫ଟା ବେଳେ ପଞ୍ଚୁପଲ୍ଲୀ ପଞ୍ଚାୟତର ସରପଞ୍ଚ ବ୍ରଜ କିଶୋର ପାଢ଼ୀ, ସମିତି ସଭ୍ୟ ସୁକାନ୍ତ ମହାପାତ୍ରଙ୍କ ସମେତ ବହୁ ଭିନ୍ନ ଭିନ୍ନ ଦଳର କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ସାଂସଦ ଅନନ୍ତ ନାୟକ, ବିଜେପି ନେତା ଆଲୋକ ସେଠୀ ସେମାନଙ୍କୁ ଉତ୍ତରୀୟ ଓ ଦଳୀୟ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ।

MORE NEWS

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ #ଘସିପୁରା_ବ୍ଲକ_ଦେଓଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ।
#BikasaraDharaOdishaSara  #CMOOdisha #BJPOdisha
#Deogaon  #ghasipura #kendujhar #Odisha #kendujharhalchal

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ #ଘସିପୁରା_ବ୍ଲକ_ଦେଓଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ। #BikasaraDharaOdishaSara #CMOOdisha #BJPOdisha #Deogaon #ghasipura #kendujhar #Odisha #kendujharhalchal

Anandapur, Kendujhar | Jun 24, 2026

ଶେଷ ହେଲା ଘସିପୁରା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଥିବା ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ,ସରକାର କାର୍ଯ୍ୟକାରୀ କରୁଥିବା ଯୋଜନାର କିପରି ସଫଳ ରୂପାୟନ ହେବ ତାହା କୁ କେନ୍ଦ୍ରକରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥବା ଅତିଥି ମାନେ ପ୍ରକାଶ କରିଛନ୍ତି।
#BikasaraDharaOdishaSara  #CMOOdisha #BJPOdisha
#ghasipurablock   #ghasipura #kendujhar #Odisha
#kendujharhalchal

ଶେଷ ହେଲା ଘସିପୁରା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଥିବା ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ,ସରକାର କାର୍ଯ୍ୟକାରୀ କରୁଥିବା ଯୋଜନାର କିପରି ସଫଳ ରୂପାୟନ ହେବ ତାହା କୁ କେନ୍ଦ୍ରକରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥବା ଅତିଥି ମାନେ ପ୍ରକାଶ କରିଛନ୍ତି। #BikasaraDharaOdishaSara #CMOOdisha #BJPOdisha #ghasipurablock #ghasipura #kendujhar #Odisha #kendujharhalchal

Anandapur, Kendujhar | Jun 24, 2026

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଘସିପୁରା ବ୍ଲକ ମଛାଳୋ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ।
#BikasaraDharaOdishaSara  #CMOOdisha #BJPOdisha
#machhalo #ghasipura #kendujhar #Odisha
#kendujharhalchal

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଘସିପୁରା ବ୍ଲକ ମଛାଳୋ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ। #BikasaraDharaOdishaSara #CMOOdisha #BJPOdisha #machhalo #ghasipura #kendujhar #Odisha #kendujharhalchal

Anandapur, Kendujhar | Jun 23, 2026