Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ମାଲକାନଗିରି: ଏମଭି ୮୪ ଗ୍ରାମ ଛକ ରେ ଟ୍ରାକ୍ଟର ଧକ୍କାରେ ଦୁଇ ବାଇକ ଅରୋହି ମୃତ ଜଣେ ଗୁରୁତର, ଡ୍ରାଇଭର ଗିରଫ

ମାଲକାନଗିରି ଜିଲ୍ଲା ଏମଭି ୮୪ ଗ୍ରାମ ଛକରେ ଏକ ଟ୍ରାକ୍ଟର ଗୋଟିଏ ମୋଟର ସାଇକେଲ କୁ ଧକ୍କା ଦେବା ଫଳରେ ମୋଟର ସାଇକେଲ ରେ ବସିଥିବା ୩ଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏନେଇ ମାଲକାନଗିରି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ମର ଶରୀର ଜବତ କରି ବ୍ୟବଚ୍ଛେଦ ପରେ ରବିବାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଓ ଟ୍ରାକ୍ଟର ଚାଳକକୁ ଗିରଫ କରିଛି।

MORE NEWS

Mv-126ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ କାଲିମେଳା ପଟୁ ଗୋଟେ auto ଦ୍ରୁତ ଗତିରେ ଆସୁଥିବା ଦେଖି ସନ୍ଦେହ ହେବାରୁ ଅଟକାଇ ଚେକ କରିବାରୁ ସେଥିରୁ 17.200kgଗଞ୍ଜାଇ ଜବଦ କରିବା ସହ Autoକୁ ଜବଦ କରାଯାଇଛି.

Mv-126ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ କାଲିମେଳା ପଟୁ ଗୋଟେ auto ଦ୍ରୁତ ଗତିରେ ଆସୁଥିବା ଦେଖି ସନ୍ଦେହ ହେବାରୁ ଅଟକାଇ ଚେକ କରିବାରୁ ସେଥିରୁ 17.200kgଗଞ୍ଜାଇ ଜବଦ କରିବା ସହ Autoକୁ ଜବଦ କରାଯାଇଛି.

Malkangiri, Malkangiri | Jun 26, 2026

ସାପ କାମୁଡ଼ିବା ପରେ ବିସ୍କୁଟ ଡବାରେ ଜୀଅନ୍ତା ସାପକୁ ଭର୍ତ୍ତି କରି ମେଡିକାଲ ଆଣିଲେ ମହିଳା! ମାଲକାନଗିରି ମାଥିଲି ଅଞ୍ଚଳର ଘଟଣା ।

​#Malkangiri #Mathili #SnakeBite #LiveSnakeToHospital #MalkangiriNews #SnakeBiteCase #OdishaNews #DailyMalkangiri #MathiliHospital #HospitalScene

ସାପ କାମୁଡ଼ିବା ପରେ ବିସ୍କୁଟ ଡବାରେ ଜୀଅନ୍ତା ସାପକୁ ଭର୍ତ୍ତି କରି ମେଡିକାଲ ଆଣିଲେ ମହିଳା! ମାଲକାନଗିରି ମାଥିଲି ଅଞ୍ଚଳର ଘଟଣା । ​#Malkangiri #Mathili #SnakeBite #LiveSnakeToHospital #MalkangiriNews #SnakeBiteCase #OdishaNews #DailyMalkangiri #MathiliHospital #HospitalScene

Malkangiri, Malkangiri | Jun 26, 2026

ଜୀଅନ୍ତା ସାପକୁ ଧରି ମେଡିକାଲ ଆସିଲେ ମହିଳା 

ଆ... କାମୁଡି ଦେଲା ସାପ । ଜୀଅନ୍ତା ସାପକୁ ଧରି ମେଡିକାଲ ଆସିଲେ ମହିଳା । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ କୁରୁମପାଲିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁର ମନିମା ନାୟକଙ୍କୁ ସନ୍ଧ୍ୟାରେ ଘରେ ଥିବାବେଳେ ବିଶାକ୍ତ ସାପ ଗୋଡରେ କାମୁଡି ଦେଇଥିଲା । ତେବେ ମହିଳା ଜଣକ ସାପକୁ ଧରି ବିସ୍କୁଟ ଡବାରେ ଭର୍ତ୍ତି କରିଥିଲେ । ଶେଷ ରେ ମାଥିଲି ସବଡିଭିଜନ ମେଡିକାଲରେ ଜୀଅନ୍ତା ସାପକୁ ଧରି ଆସିଥିଲେ । ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ମାଥିଲି ମେଡିକାଲକୁ ଆସିଥିଲେ ପରିବାର ଲୋକେ । ଡାକ୍ତର ବିଶାକ୍ତ ସାପକୁ ଦେଖି ଔଷଧ ଓ ଚିକିତ୍ସା କରିବେ ବୋଲି ସାପ ଆଣିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି ।

ଜୀଅନ୍ତା ସାପକୁ ଧରି ମେଡିକାଲ ଆସିଲେ ମହିଳା ଆ... କାମୁଡି ଦେଲା ସାପ । ଜୀଅନ୍ତା ସାପକୁ ଧରି ମେଡିକାଲ ଆସିଲେ ମହିଳା । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ କୁରୁମପାଲିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁର ମନିମା ନାୟକଙ୍କୁ ସନ୍ଧ୍ୟାରେ ଘରେ ଥିବାବେଳେ ବିଶାକ୍ତ ସାପ ଗୋଡରେ କାମୁଡି ଦେଇଥିଲା । ତେବେ ମହିଳା ଜଣକ ସାପକୁ ଧରି ବିସ୍କୁଟ ଡବାରେ ଭର୍ତ୍ତି କରିଥିଲେ । ଶେଷ ରେ ମାଥିଲି ସବଡିଭିଜନ ମେଡିକାଲରେ ଜୀଅନ୍ତା ସାପକୁ ଧରି ଆସିଥିଲେ । ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ମାଥିଲି ମେଡିକାଲକୁ ଆସିଥିଲେ ପରିବାର ଲୋକେ । ଡାକ୍ତର ବିଶାକ୍ତ ସାପକୁ ଦେଖି ଔଷଧ ଓ ଚିକିତ୍ସା କରିବେ ବୋଲି ସାପ ଆଣିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି ।

Malkangiri, Malkangiri | Jun 26, 2026