#ପରବ_ମଞ୍ଚରେ_ସ୍ଥାନୀୟ_କଳାକାରଙ୍କୁ_ଅଣଦେଖା_ପୂର୍ବବର୍ଷର_ପାଉଣା_ମିଳିନଥିବା_ଅଭିଯୋଗ
କୋରାପୁଟର ଗର୍ବ ଓ ଗୌରବ ଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ **‘ପରବ’**କୁ ନେଇ ଉଠିଛି ପ୍ରଶ୍ନ।
ଯେଉଁ ସ୍ଥାନୀୟ କଳାକାରଙ୍କ ନାଚ, ଗୀତ ଓ ପାରମ୍ପରିକ ସଂସ୍କୃତି ପରବକୁ ଦେଇଛି ସ୍ୱତନ୍ତ୍ର ପରିଚୟ, ସେହି କଳାକାରଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି।
ଏପରିକି ପୂର୍ବବର୍ଷ ପରବ ମହୋତ୍ସବରେ ଅଂଶଗ୍ରହଣ କରିଥିବା କଳାକାରଙ୍କୁ ଏପର୍ଯ୍ୟନ୍ତ ପାରିଶ୍ରମିକ ମିଳିନଥିବା ଅଭିଯୋଗ ସାମ୍ନାକୁ ଆସିଛି।
❓ ସ୍ଥାନୀୟ କଳାକାରଙ୍କୁ ଉଚିତ ସମ୍ମାନ ମିଳିବ କେବେ?
❓ ବକେୟା ପାରିଶ୍ରମିକ ପ୍ରଦାନ କରିବ କେବେ ପ୍ରଶାସନ?
❓ ଏହି ଅଭିଯୋଗ ଉପରେ କ'ଣ ରହିବ ପରବ ଆୟୋଜନ କମିଟିର ପ୍ରତିକ୍ରିୟା?
**ପରବ କେବଳ ଏକ ମହୋତ୍ସବ ନୁହେଁ, ଏହା କୋରାପୁଟର କଳା, ସଂସ୍କୃତି ଓ ପରମ୍ପରାର ପରିଚୟ।**
📢 ଏନେଇ ଆପଣଙ୍କ ମତ କ'ଣ? କମେଣ୍ଟରେ ଜଣାନ୍ତୁ।
#Koraput #Parab2026 #ParabFestival #LocalArtists #TribalCulture #OdishaNews #KoraputNews #News11Odia