#5ଘଣ୍ଟା_ଧରି_ସାଲୁର_ଘାଟିରୁ_ଆଳୁ_ବୋଝେଇ_ଟ୍ରକ୍ ହଟାଇ ପାରିଲାନି ପ୍ରଶାସନ, ଏ ପୁଣି କୋଟିଆ ହାତେଇବ!**
ସାଲୁର ଘାଟିରେ ଟ୍ରକ୍ ଦୁର୍ଘଟଣା ପରେ ଦୀର୍ଘ 5 ଘଣ୍ଟା ଧରି ଅଟକି ରହିଲା ଶତାଧିକ ଗାଡ଼ି। ଯାତ୍ରୀଙ୍କ ସମେତ ରୋଗୀମାନେ ହେଲେ ହନ୍ତସନ୍ତ।
ପ୍ରଶାସନର ଏଭଳି ମନ୍ଥର କାର୍ଯ୍ୟଶୈଳୀକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ। ଯାତ୍ରୀଙ୍କ କଟାକ୍ଷ— **ସାଲୁର ଘାଟିରୁ ଗୋଟିଏ ଟ୍ରକ୍ ହଟାଇବାକୁ ୫ ଘଣ୍ଟା ଲାଗୁଛି, ଏ ପୁଣି କୋଟିଆ ହାତେଇବ!**
ଆନ୍ଧ୍ର ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ଉଠିଲା ପ୍ରଶ୍ନ। ସୀମାନ୍ତ ଅଞ୍ଚଳରେ ଏଭଳି ଅବ୍ୟବସ୍ଥା କେବେ ସୁଧୁରିବ?
📍 **ସାଲୁର ଘାଟି | ଓଡ଼ିଶା-ଆନ୍ଧ୍ର ସୀମା**
ଆପଣଙ୍କ ମତରେ ଯାତ୍ରୀଙ୍କ ଅସନ୍ତୋଷ ଯଥାର୍ଥ କି?
#SalurGhat #Kotia #KoraputNews #OdishaNews #AndhraPradesh #News11Odia
Koraput Town, Koraput | Nov 10, 2026