Public App Logo
Jansamasya
Agra
Politics
Abvp
���ायल
Fatehpur
Jodhpur
Amitshah
Uppolice
Live
Pratapgarh
Westbengal
Farrukhabad
Mirzapur
Rain
Tikamgarh
Prayagraj
Modiji
���ोगी_आदित्यनाथ
Indianrailways
Letestnews
���ाइक
���ायरल
Arvindkejriwal
Kedarnath
Weather
Rahul
Indianews
���ंगाल
New_delhi

ବଡସାହି: ଇନ୍ଦିରାନଗର ଗାଁରେ ବ୍ୟକ୍ତିଙ୍କ ଘର ନିକଟରୁ ୨ଟି ବିଶାଳ ବିଷଧର ଚନ୍ଦ୍ରବୋଡା ସାପକୁ ଉଦ୍ଧାରକଲେ ତାଲିମପ୍ରାପ୍ତ ସାପଧରାଳୀ ଭୋଳାନାଥ ମହାକୁଡ

Barsahi, Mayurbhanj | Nov 27, 2025
ବେତନଟୀ ଉପକଣ୍ଠ ଇନ୍ଦିରାନଗର ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘରୁ ଗୁରୁବାର ଅପରାହ୍ନ ତିନିଟାରେ ଦୁଇଟି ବିଶାଳ ବିଷଧର ଚନ୍ଦ୍ରବୋଡା ସାପକୁ ଉଦ୍ଧାରକଲେ ତାଲିମପ୍ରାପ୍ତ ସାପ ଧରାଳି ଭୋଳାନାଥ ମହାକୁଡ଼ l ସୂଚନା ମୁତାବକ ଇନ୍ଦିରାନଗର ଗ୍ରାମର ଜନୈକ ଘର ନିକଟରେ ଦୁଇଟି ବିଶାଳ ବିଷଧର ଚନ୍ଦ୍ରବୋଡା ସାପକୁ ଦେଖି ସ୍ଥାନୀୟଲୋକେ ଭୟଭୀତ ହୋଇପଡ଼ିଥିଲେ l ଏନେଇ ଗ୍ରାମବାସୀ ବନବିଭାଗକୁ ଖବର ଦେବାପରେ ଭୋଳାନାଥ ସାପ ଦୁଇଟିକୁ ଉଦ୍ଧାର କରିଥିଲେ l

MORE NEWS