Public App Logo
Jansamasya
Rahulgandhi
Haryana
Crimenews
Education
Bareilly
Agra
Cbi
Politics
Abvp
���ायल
Fatehpur
Jodhpur
Amitshah
Punjab
Pratapgarh
Live
Westbengal
Ballia
Mirzapur
Haridwar
Tikamgarh
Trending
Prayagraj
Modiji
Protest
���तरपुर
���ोगी_आदित्यनाथ
Letestnews
Faridabad

ଆସିକା: ବସଷ୍ଟାଣ୍ଡ ପାଖ ମଦ ଦୋକାନ ନିକଟ ରେ ଯୁବକଙ୍କୁ ଛୁରା ମାଡ ଘଟଣାରେ ଜଣେ ଯୁବକ କୁ ଗିରଫକରି କୋର୍ଟ ଚାଲାଣ କଲା ପୋଲିସ

Asika, Ganjam | Jul 5, 2025
ଗଞ୍ଜାମ ଜିଲ୍ଲା ଆସିକା ସହର ର ଜନଗହଳି ପୁର୍ଣ ବସଷ୍ଟାଣ୍ଡ ପାଖ ମଦ ଦୋକାନ ନିକଟରେ ଗତକାଲି ବାବନପୁର ଗ୍ରାମର ହିମାଂଶୁ ଶେଖର ଦାସ ନାମକ ଯୁବକ କୁ ହୋଇଥିବା ଛୁରାମାଡ଼ ଘଟଣା ରେ ଯେଣେ ବ୍ୟକ୍ତି କୁ ଗିରଫ କରିଛି ଆସିକା ପୋଲିସ l ଗିରଫ ଅଭିଯୁକ୍ତ ବରଗାଁ ଗ୍ରାମର ଦ୍ୱିତୀକୃଷ୍ଣ ନାହାକ ହୋଇଥିବା ଜଣାପଡିଛି l ହିମାଂଶୁ ଏବଂ ଦ୍ବିତିକୃଷ୍ଣ ଦୁଇ ବନ୍ଧୁ ହୋଇଥିବା ବେଳେ ଗତକାଲି ଉଭୟ ଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପ୍ରଥମେ ବଚସା ପରେ ହିମାଂଶୁଙ୍କୁ ଛୁରାମାଡ ହୋଇଥିଲା l