Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ହରଭଙ୍ଗା ବ୍ଲକ ମୁଖ୍ୟାଳୟରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ: ​ଲୋକଙ୍କ ସମସ୍ୟାକୁ ନିକଟରୁ ବୁଝିବା ଏବଂ ତା'ର ଶୀଘ୍ର ପ୍ରତିକାର କରିବା ଲକ୍ଷ୍ୟରେ ଆଜି ହରଭଙ୍ଗା Block HQ ଠାରେ ଏକ ବୃହତ ଜନ ଶୁଣାଣୀ ଓ ସମାଧାନ ଶିବିର ଆୟୋଜିତ ହୋଇଯାଇଛି। ​ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାଏକ ଓ ଏସପି ଶ୍ରୀ କୁଲଦୀପ ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ଅଭିଯୋଗର ସମୀକ୍ଷା କରିଥିଲେ। ପ୍ରଶାସନକୁ ଲୋକଙ୍କ ଆହୁରି ନିକଟତର କରିବା ପାଇଁ ଏହା ଏକ ସକାରାତ୍ମକ ପଦକ୍ଷେପ। ​#GrievanceRedressal #BaudhDistrict #PeopleFirst #Odisha