କଣ୍ଟାବାଞ୍ଜି: କଣ୍ଟାବାଞ୍ଜିରେ ଡ୍ରାଇଭର ମହାସଂଘର ରକ୍ତଦାନ ଶିବିର, ଯୋଗଦେଲେ ବିଧାୟକ ଲକ୍ଷ୍ମଣ ବାଗ
କଣ୍ଟାବାଞ୍ଜିରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ଉତ୍ସାହିତ କରିଛନ୍ତି। ଅନେକ ସ୍ୱେଚ୍ଛାସେବୀ ଓ ରକ୍ତଦାତା ଏଥିରେ ଅଂଶଗ୍ରହଣ କରିଛନ୍ତି।