କଳାହାଣ୍ଡି: ଲାଞ୍ଜିଗଡରେ ୬୧ ତମ ସାର୍ବଜନୀନ ଦୁର୍ଗାପୂଜା: ମେଲୋଡିରେ ଦୁଲୁକିଲା ମଞ୍ଚ
Kalahandi, Kalahandi | Oct 21, 2026
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରେ ବେଶ୍ ଆଡମ୍ବର ସହ ପାଳିତ ହେଉଛି ୬୧ ତମ ସାର୍ବଜନୀନ ଦୁର୍ଗାପୂଜା । ମାଆଙ୍କ ସୁନ୍ଦର ମୂର୍ତ୍ତି ସାଙ୍ଗକୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଲୋଡି ଦେଖିବାକୁ ମିଳୁଛି । ପୂଜା କମିଟି ଓ ସ୍ଥାନୀୟ ପ୍ରଶାସନର ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ପାଳିତ ହେଉଛି ଏହି ମହୋତ୍ସବ ।