ବ୍ୟାଙ୍କ ଅଫ୍ ଇଣ୍ଡିଆର ପ୍ରତିଷ୍ଠା ଦିବସ ବା ୧୨୧ତମ ଜନ୍ମ ଦିବସ ବେଲବାହାଳି ବ୍ୟାଙ୍କରେ ବହୁତ ଉତ୍ସାହର ସହ ପାଳନ କରାଯାଇଛି। ଏହି ବ୍ୟାଙ୍କ ପ୍ରଥମେ ୫୦ଜଣ ଗ୍ରହକକୁ ନେଇ ଆରମ୍ଭ ହୋଇଥିବା ବେଳେ ଆଜି ୫୦,୦୦୦ରୁ ଉର୍ଦ୍ଧ୍ ଗ୍ରାହକ ସଂଯୋଗ ହୋଇଛନ୍ତି ।କିଛି ପ୍ରତିଷ୍ଠିତ ବ୍ୟବସାୟୀ ଏବଂ ଅନ୍ୟମାନଙ୍କ ଦ୍ୱାରା ବ୍ୟାଙ୍କ ଅଫ୍ ଇଣ୍ଡିଆ ତାର ଗୌରବମୟ ୧୨୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି