#ଗଣମାଧ୍ୟମ_ଉପରେ_କୌଣସି_ପ୍ରକାର_ଚାପ_ନ_ରହିଲେ_ସାମ୍ବାଦିକମାନେ_ସତ୍ୟ_ଓ_ନିରପେକ୍ଷ_ଖବର_ଜନସାଧାରଣଙ୍କ_ନିକଟରେ_ପହଞ୍ଚାଇବେ ପିପିଲି ମିଡ଼ିଆ ୟୁନିଅନ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପିପିଲି ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଚାପମୁକ୍ତ ଗଣମାଧ୍ୟମର ଭୂମିକା ଓ ସାମ୍ବାଦିକ ସୁରକ୍ଷା” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ୟୁନିଅନର ସଭାପତି ବାଲୁଙ୍କେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଶିକ୍ଷାବିତ୍ ପ୍ରତିଭା ମହାରଥୀ ଏବଂ କଂଗ୍ରେସ ନେତା ପ୍ରିୟବ୍ରତ ସାମନ୍ତରାୟ ଏନ ଏ ସି ଅଧକ୍ଷ ସେକ ବାବୁ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। #NationalPressDay #newsfeed #charchatv #BreakingNews #reporter #NewsUpdate #journalist #ligalnews