ନୟାଗଡ: ନୟାଗଡ଼ରେ ଇପିଏଫ୍ ପେନସନଭୋଗୀଙ୍କ ଦାବି: ପେନସନ୍ ୯ ହଜାର କରିବାକୁ ଦାବିପତ୍ର
ନୟାଗଡ଼ରେ ସର୍ବନିମ୍ନ ଇପିଏଫ୍ ପେନସନ୍ ୯ ହଜାର ଟଙ୍କା କରିବା ସହ ଅନ୍ୟାନ୍ୟ ସୁବିଧା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ପେନସନଭୋଗୀ। ଦୀର୍ଘ ୧୨ ବର୍ଷ ହେଲା ପେନସନ୍ ବୃଦ୍ଧି ନହେବାରୁ ପ୍ରକାଶ ପାଇଛି ଅସନ୍ତୋଷ।