ପାରଳାଖେମୁଣ୍ଡି: ବୃକ୍ଷରୋପଣ କରି ଝିଅର ଜନ୍ମଦିନ ପାଳନ କଲେ ଦୃଷ୍ଟି ବାଧିତ ପିତା
ଗଜପତି ପାରଳାଖେମୁଣ୍ଡିରେ ଏକ ନିଆରା ପଦକ୍ଷେପ। ସନ୍ତୋଷ ମହାରଣା ନିଜ ନବଜାତ କନ୍ୟାଙ୍କ ଜନ୍ମ ଉତ୍ସବକୁ ବୃକ୍ଷରୋପଣ ମାଧ୍ୟମରେ ପାଳନ କରିଛନ୍ତି। ଗ୍ରୀନ ଏର୍ଥ ଅନୁଷ୍ଠାନ ସହଯୋଗରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ମହାରଣା ପରିବାର।