କଣ୍ଟାବାଞ୍ଜିରେ ଗତ ଦୁଇ ଦିନ ଧରି ବନ୍ଦ ଥିବା ଘରୋଇ ବସ୍ ଚଳାଚଳ ଆଜିଠାରୁ ସ୍ୱାଭାବିକ ହୋଇଛି। ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ପରେ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ ପ୍ରତ୍ୟାହାର କରାଯାଇଛି।