ନିଜର ବିଭିନ୍ନ ଦାବି ପୂରଣ ପାଇଁ ମୁନିଗୁଡା ବ୍ଲକର ଅଙ୍ଗନବାଡି କର୍ମୀମାନେ ଆସନ୍ତା ୨୩ ତାରିଖରୁ ସମୁହ ଛୁଟିରେ ଯିବାକୁ ଘୋଷଣା କରିଛନ୍ତି। ଏ ନେଇ ସଙ୍ଘ ପକ୍ଷରୁ ମୁନିଗୁଡା ଥାନା ଅଧିକାରୀଙ୍କୁ ଅବଗତ କରାଯାଇଛି।