🚨 **ଗୋଟିଏ APK... ୨୨ ହଜାର ମୋବାଇଲ୍ରେ ଆତଙ୍କ! 😱**
ହ୍ୱାଟ୍ସଆପ୍ରେ ଆସୁଥିଲା APK ଫାଇଲ୍, ଗୋଟିଏ କ୍ଲିକ୍ରେ ଖାଲି ହେଉଥିଲା ବ୍ୟାଙ୍କ ଆକାଉଣ୍ଟ! 💸
ଦିଲ୍ଲୀ ପୋଲିସର ବଡ଼ ଆକ୍ସନ୍ 🚔 ୪ଟି ରାଜ୍ୟରେ ଚଢ଼ାଉ, ୨୨ ଜଣ ଗିରଫ! ୨,୦୮୦ ସାଇବର ଠକେଇ ଅଭିଯୋଗ ଏବଂ ୨୦ କୋଟି ଟଙ୍କା ଫ୍ରିଜ୍!
⚠️ **ସାବଧାନ! ଅଜଣା APK ଫାଇଲ୍ ଡାଉନଲୋଡ୍ କରନ୍ତୁ ନାହିଁ। ଗୋଟିଏ ଭୁଲ୍ କ୍ଲିକ୍ ଆପଣଙ୍କୁ କରିପାରେ କଙ୍ଗାଳ!**
📢 ଏହି ଖବରକୁ ସେୟାର କରନ୍ତୁ, ଯାହାଦ୍ୱାରା ଅନ୍ୟମାନେ ମଧ୍ୟ ସଚେତନ ହେବେ।
#CyberCrime #APKScam #WhatsAppScam #CyberFraud #DigitalSafety #OnlineScam #rcnodia #rcnmedia