Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana
image
image
image

କୁଚିଣ୍ଡା ସାତକମା ରାସ୍ତାରେ ପ୍ରକୃତି ବନ୍ଧୁ ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଚୌଧୁରୀଙ୍କ ନେତୃତ୍ୱରେ ଆଜି ପ୍ରାୟ ପଚାଶଟି ଚାରା ରୋପଣ କରାଯାଇଛି ।ବର ,ଅଶ୍ୱସ୍ଥ,କୁସୁମ, ଜାମୁ ଆଦି ପାରମ୍ପରିକ ଚାରା ରୋପଣ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ପାରୁଆଭାଡି ହାଇ ସ୍କୁଲର ଶିକ୍ଷୟିତ୍ରୀ ନନ୍ଦିନୀ ନାଏକ,ଶିଶିର କୁମାର ଚୌଧୁରୀ, ମିଲି ନାୟକ ,ସତ୍ୟମ୍ ନାୟକ ଓ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ ।ପ୍ରକାଶ ଥାଉ କି ଏହି ସବୁ ପାରମ୍ପରିକ ଚାରା ଗୁଡ଼ିକ ଗ୍ରାମବାସୀ ଶ୍ରୀ ଚୌଧୃରୀ ଯୋଗାଇ ଦେଇଥିଲେ । #kuchindatvlive #kuchindatv #kuchindanews #sambalpur #kuchinda #environment #plantation

Kochinda, Sambalpur | Jul 12, 2026

MORE NEWS

#ବିଜୁ_ପଟ୍ଟନାୟକ_ଇଣ୍ଡୋର_ଷ୍ଟାଡିୟମ୍ #କୁଚିଣ୍ଡା
କୁଚିଣ୍ଡା ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ରେ ମେଗା ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପଞ୍ଚାୟତିରାଜ ତଥା କ୍ୟାବିନେଟ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ।ଇଣ୍ଡୋର୍ କ୍ରୀଡା ପରିସର ରେ ଥିବା ମୁଖ୍ୟ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ କରିବାକୁ ସଦସ୍ୟ ମାନେ ଅନୁରୋଧ କରିଥିଲେ। ଇଣ୍ଡୋର୍ ପରିସର ରେ ଥିବା ସମସ୍ୟା ଗୁଡିକ ଅତି ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ‌‌। ସମ୍ମାନୀତ ଭାବେ ଡାଃ ଦିଲୀପ ପାଣି,ଏସଡିପିଓ ଶ୍ରୀ ପ୍ରଦୀପ କୁମାର ଦାଶ ଯୋଗଦାନ କରିଥିଲେ।ଅନ୍ୟାନ୍ୟ ମେମ୍ବର ରାଜେଶ କୁମାର ଶର୍ମା, ସିମନ୍ ଦ୍ଵିବେଦୀ, ଅନୁଭବ ଶର୍ମା,  ପଦ୍ମପାଦ ପାଣିଗ୍ରାହୀ ତଥା ଖେଳାଳି ଓ ଅଭିଭାବକ ମାନେ ସହଯୋଗ କରିଥିଲେ। #kuchindatvlive #kuchinda #environment #BreakingNews

#ବିଜୁ_ପଟ୍ଟନାୟକ_ଇଣ୍ଡୋର_ଷ୍ଟାଡିୟମ୍ #କୁଚିଣ୍ଡା କୁଚିଣ୍ଡା ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ରେ ମେଗା ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପଞ୍ଚାୟତିରାଜ ତଥା କ୍ୟାବିନେଟ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ।ଇଣ୍ଡୋର୍ କ୍ରୀଡା ପରିସର ରେ ଥିବା ମୁଖ୍ୟ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ କରିବାକୁ ସଦସ୍ୟ ମାନେ ଅନୁରୋଧ କରିଥିଲେ। ଇଣ୍ଡୋର୍ ପରିସର ରେ ଥିବା ସମସ୍ୟା ଗୁଡିକ ଅତି ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ‌‌। ସମ୍ମାନୀତ ଭାବେ ଡାଃ ଦିଲୀପ ପାଣି,ଏସଡିପିଓ ଶ୍ରୀ ପ୍ରଦୀପ କୁମାର ଦାଶ ଯୋଗଦାନ କରିଥିଲେ।ଅନ୍ୟାନ୍ୟ ମେମ୍ବର ରାଜେଶ କୁମାର ଶର୍ମା, ସିମନ୍ ଦ୍ଵିବେଦୀ, ଅନୁଭବ ଶର୍ମା, ପଦ୍ମପାଦ ପାଣିଗ୍ରାହୀ ତଥା ଖେଳାଳି ଓ ଅଭିଭାବକ ମାନେ ସହଯୋଗ କରିଥିଲେ। #kuchindatvlive #kuchinda #environment #BreakingNews

Kochinda, Sambalpur | Jul 12, 2026

କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ର ସମସ୍ୟା ଓ ବିକାଶ ନେଇ ଆଲୋଚନା ଚକ୍ର #kuchindatvlive

କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ର ସମସ୍ୟା ଓ ବିକାଶ ନେଇ ଆଲୋଚନା ଚକ୍ର #kuchindatvlive

Kochinda, Sambalpur | Jul 12, 2026

ଭୁବନେଶ୍ୱର ର ରବୀନ୍ଦ୍ର ମଣ୍ଡପ ଠାନେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ସମ୍ବଲପୁରୀ ମହୋତ୍ସବ ରେ ଦୁଲକିଲା ରାଜଧାନୀ 
ସମ୍ବଲପୁରୀ ଭାଷା କଲାସଂସ୍କୃତି ଲୋକଗୀତ ଲୋକନାଚ କେ ବିଶ୍ୱଦରବାର ରେ ପରିଚିତ କାରବାର ଗୁଟେ ଅନନ୍ୟା ପ୍ରୟାସ I 
ଧନ୍ୟବାଦ ଅଭୟ ଆର୍ଟ ଏକାଡେମୀ ସୁନ୍ଦରୀ ଚେଷ୍ଟା ଲାଗି 🙏🙏
#sambalpurifrstival #abhayaartacademy 
#amarkuchinda #sambalpuriculture

ଭୁବନେଶ୍ୱର ର ରବୀନ୍ଦ୍ର ମଣ୍ଡପ ଠାନେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ସମ୍ବଲପୁରୀ ମହୋତ୍ସବ ରେ ଦୁଲକିଲା ରାଜଧାନୀ ସମ୍ବଲପୁରୀ ଭାଷା କଲାସଂସ୍କୃତି ଲୋକଗୀତ ଲୋକନାଚ କେ ବିଶ୍ୱଦରବାର ରେ ପରିଚିତ କାରବାର ଗୁଟେ ଅନନ୍ୟା ପ୍ରୟାସ I ଧନ୍ୟବାଦ ଅଭୟ ଆର୍ଟ ଏକାଡେମୀ ସୁନ୍ଦରୀ ଚେଷ୍ଟା ଲାଗି 🙏🙏 #sambalpurifrstival #abhayaartacademy #amarkuchinda #sambalpuriculture

Kochinda, Sambalpur | Jul 11, 2026