ବିଞ୍ଝାରପୁର: ବିଞ୍ଝାରପୁର ଥାନା ସମ୍ମୁଖ ରାସ୍ତାରେ ହାଇୱା ଠିଆ, ବଜାର ରାସ୍ତା ସଂକୁଚିତ
ବିଞ୍ଝାରପୁର ଥାନା ସମ୍ମୁଖ ରାସ୍ତାରେ ଏକାଧିକ ହାଇୱା ଠିଆ ହୋଇଥିବାରୁ ମୁଖ୍ୟ ବଜାର ରାସ୍ତା ସଂକୁଚିତ ହୋଇଛି। ଦୁର୍ଘଟଣା ସମ୍ଭାବନା ସୃଷ୍ଟି ହେବାରୁ ପୋଲିସ ଏବଂ ପ୍ରଶାସନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି।